ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ପାର୍ତଡା ଗ୍ରାମର ତିମୟ ଭୂୟାଁଙ୍କ ୩ଟି ବଳଦ ପ୍ରବଳ ବଜ୍ରପାତରେ ମୃତ୍ୟବରଣ କରିଛନ୍ତି।
ଖବର ପାଇ କାଶୀନଗର ଭିଏଏସ୍ ଡ.ଆକାଶ କୁମାର ପଣ୍ଡା , ବିଭିଓ ଡ. କାହ୍ନୁଚରଣ ସାହୁ ଓ ଏଲଆଇ ଉକ୍ତ ସ୍ଥାନକୁ ଯାଇଥିଲେ। ସେହି ଗୋରୁମାନଙ୍କର ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ମୃତ ଗୋରୁଙ୍କ ଆନୁମାନିକ ମୂଲ୍ଯ ୮୦୦୦୦ ଟଂକା ହେବ। ସେ ଗରିବ ଶ୍ରେଣୀର ହୋଇଥିବାରୁ ଆର୍ଥିକ ଅନୁଦାନ ପାଇଁ ଅନୁରୋଧ କରିଛନ୍ତି।
ରାଜ୍ୟ
ପାର୍ତଡା ଗ୍ରାମରେ ବଜ୍ରପାତରେ ତିନି ଗୋରୁଙ୍କ ମୃତ୍ୟୁ
- Hits: 18








