ହେଡଲାଇନସ୍:

ଭଦ୍ରକ ଭ୍ରାମ୍ୟମାଣ ଟିମର ବାସୁଦେବପୁରର ବିଭିନ୍ନ ସ୍ଥାନ ରେ ଚଢ଼ାଉ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା  ବାସୁଦେବପୁର ରେ ସକାଳୁ ସକାଳୁ ଭଦ୍ରକ ଅବକାରୀ ବିଭାଗ ର ଭଦ୍ରକ ଭ୍ରାମ୍ୟ ମାଣ ଟିମ୍ ସଦଳ ବଳେ ବାସୁଦେବପୁର ରେ ଅଡୁଆଁ ଗ୍ରାମ ରେ  କପିଳ ମଲିକ ଙ୍କ ଘରେ ଚଢାଉ କରି ଘରୁ  ବହୁ ବୋତଲ ଜିଞ୍ଜର ଓ ଅଶି ଲିଟର ମହୁଲି ମଦ ଜବତ କରିଛନ୍ତି। ପରେ ଉକ୍ତ ବ୍ୟକ୍ତି କୁ କୋର୍ଟ ଚାଲାଣ କରାଯିବା ସହ କୁମାରପୁର, ପଢ଼ୁଆଁ, ଜଗନ୍ନାଥପୁର ରେ ଚଢ଼ାଉ କରି ମହୁଲି ମଦ ଜବତ ସହ ବ୍ୟକ୍ତି ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି। ସମୁଦାୟ ଛଅ ଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଭଦ୍ରକ ଭ୍ରାମ୍ୟାମାଣ ଟିମ୍ ର  ନଟବର ମଲ୍ଲିକ ସୂଚନା ଦେଇଛନ୍ତି।

0
0
0
s2sdefault