ଓଡ଼ଗାଁ,୧୬।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସର ଅପରେସନ ଷ୍ଟ୍ରାଇକ୍ ଜାରି ରହିଥିବା ବେଳେ ଏହି କ୍ରମରେ ବାହାଡାଝୋଲା ଫାଣ୍ଡି ବେରୁଆଁବାରୀ ଗାଆଁରେ ଚଢ଼ାଉ ବେଳେ ୫ ଲିଟର ଦେଶିମଦ ଜବତ କରିବା ସହିତ ଏନେଇ ଓଡ଼ଗାଁ ଥାନାରେ ୧୭/୨୦୨୬ରେ ଏକ ମାମଲା ରୁଜୁ ହୋଇଛି । ଏହି କ୍ରମରେ ସେହି ଗ୍ରାମର ପ୍ରଦୀପ ସାହୁ (୩୮)ଙ୍କୁ ଗିରଫ କରିଥିଲେ । ଏଥିସହିତ ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ାଉ ହୋଇଥିଲା । ଏହି ସମୟରେ ବିଭିନ୍ନ ଦୋକାନ ମାନଙ୍କରୁ ଶହଶହ ସଂଖ୍ୟାରେ
ଗୁଟୁକାମାଳ ମଧ୍ୟ ଜବତ କରିଛନ୍ତି ।
ରାଜ୍ୟ
ଓଡ଼ଗାଁ ଥାନା ଅଞ୍ଚଳରେ ଅବକାରୀ ଚଢାଉ: ୫ଲିଟର ଦେଶି ମଦ ସହିତ ଶହଶହ ଗୁଟୁକା ଜବତ୍,ଜଣେ ଗିରଫ,
- Hits: 3











