ଶିକାର ପାଇଁ ରଖାଯାଇଥିବା ବନ୍ଧୁକ ଜବତ, ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଥାନା ଅନ୍ତର୍ଗତ ଲଣ୍ଡେଇ ହିଲ୍ ରେ ଘରେ ବନ୍ଧୁକ ରଖିଥିବା ଖବର ପାଇ ଭଞ୍ଜନଗର ଏସଡିପିଓ ଡ ଦୀପକ୍ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ଥାନା ଇନ୍ସପେକ୍ଟର୍ ଅଭୟ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଲଣ୍ଡେଇହି ମନୋଜ ନାଇକ( 24) ର ଘରେ ଏକ ଟିମ୍ ଚଢାଉ କରି ବନ୍ଧୁକ ଜବତ କରିବା ସହ ମନୋଜ କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି I ଏନେଇ ୨୦/୨୬ ରେ ଏକ ମାମଲା ରୁଜୁ କରାଯାଇଥିବା ବେଲଗୁଣ୍ଠା ଥାନା ତଦନ୍ତ କlରି ଅଧିକାରୀ ଏସ୍ଆଇ ବିଶ୍ୱରଞ୍ଜନ ନାୟକ ସୂଚନା ଦେଇଛନ୍ତି I

0
0
0
s2sdefault