ହେଡଲାଇନସ୍:

ସାମ୍ବାଦିକଙ୍କ ପିତୃ ବିୟୋଗରେ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ଶିଶିର କୁମାର ଗୌଡଙ୍କ ପିତା ଲୋକନାଥ ଗୌଡଙ୍କ ୮୫ ବର୍ଷରେ ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲା ଶେରଗଡ ନିକଟସ୍ତ ପାଟପଲ୍ଲୀ ନିଜ ବାସଭବନରେ ବିୟୋଗ ଘଟିଛି । ସେ ଗତ କିଛି ଦିନ ପୂର୍ବେ ବାର୍ଦ୍ଧ୍ୟକଜନିତ ପୀଢାରେ ପିଢିତ ହୋଇ ଚିକିତ୍ସା ହେଉଥିଲେ। ତାଙ୍କର ଅନ୍ତେଷ୍ଟିକ୍ରିୟା ନିଜଗ୍ରାମ ଶ୍ମସାନଘାଟ ଠାରେ ସମ୍ପର୍ଣ୍ଣ ହୋଇଛି ।
ଏହି ଖବର ଖବର ଜଣାପଡିବାପରେ ଗଜପତି ଜିଲ୍ଲା ସମ୍ବାଦିକ ମହଲରେ ଶୋକ ପ୍ରକାଶ କରାଯାଇଛି । ଅମରଆତ୍ମାର ସଦଗତି ନିମନ୍ତେ ସମସ୍ତେ କାମନା କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

0
0
0
s2sdefault