ହେଡଲାଇନସ୍:

ଅପରେସନ ଚକ୍ର ଅଭିଯାନ ; ୪ ମାସରେ ୧୬୪ ନାବାଳିକା-ବାଳକ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ପୋଲିସର ଅପରେସନ ଚକ୍ର ଅଭିଯାନରେ ଜିଲ୍ଲାରେ ହଜିଯାଇଥିବା ନାବାଳିକା ଓ ନାବାଳକ ଏବଂ ପ୍ରାପ୍ତ ବୟସ୍କଙ୍କ ପୁଅ ଓ ଝିଅ ଉଦ୍ଧାରରେ ଏକ ସଫଳତା ମିଳିଛି। ପୁରୀ ପୁଲିସର ନିରନ୍ତର ଚେଷ୍ଟା, ସମସ୍ତ ଥାନା ଆଇଆଇସି ବା ଓଆଇସିଙ୍କ ଦୃଢ଼ ପଦକ୍ଷେପ ଓ ସମ୍ପୃକ୍ତ ସମନ୍ୱୟରେ, ଏହି ବୃହତ ଅଭିଯାନକୁ ସଫଳତାରେ ପରିଣତ କରାଯାଇଛି। ପୁରୀ ଏସପି ପ୍ରତୀକ ସିଂ ସମଗ୍ର ପୁରୀ ଜିଲ୍ଲାରେ ଅପରେସନ ଚକ୍ର ଡ୍ରାଇଭ ଆରମ୍ଭ କରି ସମସ୍ତ ଥାନା ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଥିଲ । ପ୍ରତ୍ୟେକ ହଜିଯାଇଥିବା ନାବାଳକ ନାବାଳିକା ବା ପ୍ରାପ୍ତ ବୟସ୍କଙ୍କୁ ଶୀଘ୍ର ସମୟରେ ଉଦ୍ଧାର କରିବା। ଅଭିଯୋଗକାରୀ ପରିବାରକୁ ସମ୍ପୂର୍ଣ୍ଣ ଆଶ୍ୱାସନ ଦେବା, ଯେ ପୋଲିସ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବା ପାଇଁ ସକ୍ରିୟ ଅଛି। ଥାନାମାନଙ୍କୁ ମିସିଂ କେସ ଟ୍ରାକିଂ, ରେଡ଼, ଇଣ୍ଟରସେପ୍ସନ, ଟେକ୍ନିକାଲ ଆନାଲିସିସ ଓ ଇଣ୍ଟରସ୍ଟେଟ କୋଅର୍ଡିନେସନ ଜୋର ଦେବାକୁ ପରାମର୍ଶ କରିଛନ୍ତି। ଗୁରୁବାର ମୋଟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି ଯେପରିକି, ବ୍ରହ୍ମଗିରି ଥାନା, ନିମାପଡା ଥାନା, କାକଟପୁର ଥାନା ଦ୍ୱାରା ୩ ନାବାଳିକା ଉଦ୍ଧାର ସହ ସତ୍ୟବାଦୀ ଥାନା ଜଣେ ପ୍ରାପ୍ତ ବୟସ୍କ ଝିଅଙ୍କୁ ଉଦ୍ଧାର କରାଯାଇଛି। ଏହା ସହ ଗତ ତିନି ମାସରେ ଅପରେସନ୍ ଚକ୍ର ଅଧୀନରେ ମୋଟ ୭୧ ନାବାଳକ ନାବାଳିକା ଉଦ୍ଧାର ହୋଇଛନ୍ତି। ସିଟି ସବଡିଭିଜନ ୧୯ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି । ଟାଉନ ଥାନା ୪ ଜଣ ନାବାଳକ ନାବାଳିକା, ସମୁଦ୍ରକୂଳ ୪ ଜଣ ନାବାଳକ ନାବାଳିକା, କୁମ୍ଭାରପଡ଼ା ଥାନା ୯ ଜଣ ନାବାଳକ ନାବାଳିକା , ବାସେଳୀ ସାହି ୧ ଜଣ ନାବାଳକ ନାବାଳିକା ,ତାଳବଣିଆ ଥାନା ୧ ଜଣ ନାବାଳକ ନାବାଳିକା , ସଦର ସବଡିଭିଜନ ୧୪ ଜଣ ନାବାଳକ, ନାବାଳିକା, ସଦର ଥାନା ୩ ଜଣ ନାବାଳକ ନାବାଳିକା ,ବ୍ରହ୍ମଗିରି ୪ ଜଣ ନାବାଳକ ନାବାଳିକା ,କୃଷ୍ଣପ୍ରସାଦ ଥାନା ୨ ଜଣ ନାବାଳିକା, ଚନ୍ଦନପୁର ଥାନା ୧ ଜଣ ନାବାଳକ ନାବାଳିକା ,ଗଡ଼ିଶାଗୋଦା ଥାନା ୩ ଜଣ ନାବାଳକ ନାବାଳିକା, ଅରଖକୁଦା ଥାନା ୧ ଜଣ ନାବାଳକ ନାବାଳିକା , ନିମାପଡା ସବଡିଭିଜନ ୧୪ ଜଣ ନାବାଳିକା,ନିମାପଡା ଥାନା ୩ ଜଣ ନାବାଳିକା ,ଗୋପ ୨ ଜଣ ନାବାଳିକା ,କାକଟପୁର ଥାନା ୩ ଜଣ ନାବାଳିକା,କୋଣାର୍କ ଥାନା ୨ ଜଣ ନାବାଳିକା , ରାମଚଣ୍ଡୀ ଥାନା ୩ ଜଣ ନାବାଳିକା , ଅସ୍ତରଙ୍ଗ ଥାନା ୧ ଜଣ ନାବାଳିକା ,ପିପିଲି ସବଡିଭିଜନ ୨୪ ଜଣ ନାବାଳକ ନାବାଳିକା ,ପିପିଲି ଥାନା ୧୫ ଜଣ ନାବାଳକ ନାବାଳିକା , ସତ୍ୟବାଦୀ ଥାନା ୧ ଜଣ ନାବାଳକ ନାବାଳିକା, ଡେଲାଙ୍ଗ ଥାନା ୪ ଜଣ ନାବାଳକ ନାବାଳିକା,କଣାସ ଥାନା ୨ ଜଣ ନାବାଳକ ନାବାଳିକା,ବଳଙ୍ଗା ଥାନା ୨ ଜଣ ନାବାଳକ ନାବାଳିକା ,ପୁରୀ ପୋଲିସ ଦ୍ୱାରା ଉଦ୍ଧାର ହୋଇଛନ୍ତି ମୋଟ ୯୩ ଜଣ ପ୍ରାପ୍ତ ବୟସ୍କ ଝିଅ ଓ ପୁଅ । ସିଟି ସବଡିଭିଜନ ୩୮ ଜଣ ଉଦ୍ଧାର, ସିଂହଦ୍ଵାର ଥାନା ୨ ଜଣ ଉଦ୍ଧାର,ଟାଉନ ଥାନା ୭ ଜଣ ଉଦ୍ଧାର ସମୁଦ୍ରକୂଳ ୨୨ ଜଣ ଉଦ୍ଧାର,ବାସେଳୀସାହି ଥାନା ୩ ଜଣ ଉଦ୍ଧାର, ବଳିଆପଣ୍ଡା ଥାନା ୨ ଜଣ ଉଦ୍ଧାର,ତାଳବଣିଆ ଥାନା ୨ ଜଣ ଉଦ୍ଧାର,ସଦର ସବଡିଭିଜନ ୬ ଜଣ ଉଦ୍ଧାର,ଅରଖକୁଦା ସାମୁଦ୍ରିକ ୧ ଜଣ ଉଦ୍ଧାର,କୃଷ୍ଣପ୍ରସାଦ ଥାନା ୪ ଜଣ ଉଦ୍ଧାର,ଗଡ଼ିଶାଗୋଦା ଥାନା ୧ ଜଣ ଉଦ୍ଧାର,ନିମାପଡା ସବଡିଭିଜନ ୨୭ ଜଣ ଉଦ୍ଧାର,ନିମାପଡ଼ା ଥାନା ୫ ଜଣ ଉଦ୍ଧାର,କାକଟପୁର ୧୬ ଜଣ ଉଦ୍ଧାର,ଅସ୍ତରଙ୍ଗ ୨ ଜଣ ଉଦ୍ଧାର,କୋଣାର୍କ ୩ ଜଣ ଉଦ୍ଧାର,ରାମଚଣ୍ଡୀ ଥାନା ୧ ଜଣ ଉଦ୍ଧାର,ପିପିଲି ସବଡିଭିଜନ ୨୨ ଜଣ ଉଦ୍ଧାର,ସତ୍ୟବାଦୀ ଥାନା ୫ ଜଣ ଉଦ୍ଧାର,ଡେଲାଙ୍ଗ ୧୧ ଜଣ ଉଦ୍ଧାର,କଣାସ ଥାନା ୧ ଜଣ ଉଦ୍ଧାର,ବଳଙ୍ଗା ଥାନା ୫ ଜଣ ଉଦ୍ଧାର,ନାବାଳକ ନାବାଳିକା ଉଦ୍ଧାର ୭୧,ପ୍ରାପ୍ତ ବୟସ୍କ ଝିଅ ପୁଅ ଉଦ୍ଧାର ୯୩,ଉଦ୍ଧାର ସଂଖ୍ୟା ୧୬୪ ପୁରୀ ପୋଲିସଙ୍କ ଏହି ବୃହତ ଅଭିଯାନ ଲୋକଙ୍କର ପ୍ରତି ଆସ୍ଥା, ପୋଲିସଙ୍କ ପ୍ରତି ଆଶ୍ରୟ ଏବଂ ସମୁଦାୟ ପୋଲିସ ସମ୍ପର୍କକୁ ଆହୁରି ମଜବୁତ କରିଛି

0
0
0
s2sdefault