ହେଡଲାଇନସ୍:

ପୁସ୍ତକ କୃଷ୍ନ ସାର ଲୋକାର୍ପିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ପୁସ୍ତକ କୃଷ୍ଣ ସାର ପୁସ୍ତକ ର ଲୋକାର୍ପଣ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ରକ୍ତ ତୀର୍ଥ ଇରମ ମାଟି ର ରାଜୀବ ଗାନ୍ଧୀ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି ,! ଶିକ୍ଷାବିତ୍ ଦୁଃଶାସନ ରାଉତ ଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବ ରେ, ଅବସର ପ୍ରାପ୍ତ ଶିକ୍ଷକ ଗଙ୍ଗାଧର ଘଡେ଼ଇ, ରତିକାନ୍ତ ପତି ରତିକାନ୍ତ ରାୟ, ବୈଲୋଚନ ଜେନା, ମହେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦାନ କରିଥିଲେ, ଅବସରପ୍ରାପ୍ତ ଅଧ୍ୟକ୍ଷ ଭାଗିରଥି ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିଦ୍ୟାଧର ପରିଡ଼ା ପୁସ୍ତକ ସମୀକ୍ଷା କରିଥିଲେ, ବାଞ୍ଛାନିଧି ଚକଳା ତଥା ତାର ପାର୍ଶ୍ଵ ବର୍ତ୍ତି ଅଞ୍ଚଳ ରେ ଥିବା ପ୍ରମୁଖ ବ୍ୟକ୍ତି ବିଶେଷ ଙ୍କୁ ଲୋକ ଲୋଚନ କୁ ଆଣି ସେମାନ ଙ୍କ ପ୍ରମୁଖ ଭୂମିକା କୁ ଉକ୍ତ ପୁସ୍ତକ ରେ ସ୍ଥାନିତ କରାଯାଇଛି, ଡକ୍ଟର ଅଜୟ କୁମାର ପଣ୍ଡା ଙ୍କ ରଚିତ ପୁସ୍ତକ ଟି ସମସ୍ତ ଙ୍କ ହୃଦୟ କୁ ଛୁଇଁ ପାରିବ ବୋଲି ସେ ମତ ବ୍ୟକ୍ତ କରି ଏହାର ଦିତୀୟ ଭାଗ ଖୁବ୍ ନିକଟରେ ପ୍ରକାଶିତ ହେବ ବୋଲି ସେ ସୂଚନା ପ୍ରଦାନ କରିଥିଲେ | ଶେଷରେ ସମାଜସେବୀ ଗଗନ ବିହାରୀ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ

0
0
0
s2sdefault