ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗ ତରଫରୁ ଅଧ୍ଯକ୍ଷ ଅଜିତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଏକ ପାଠ୍ୟଚକ୍ର କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ମୁଖ୍ୟ ଅଶୋକ କୁମାର ସ୍ଵାଇଁ, ଅଜୟ କୁମାର ବିଶ୍ଵାଳ ମଞ୍ଚାସିନଥିଲେ । ବିଭାଗୀୟ ମୁଖ୍ୟ ପିଙ୍କି ପାତ୍ର ଏହି ପାଠ୍ୟ ଚକ୍ର କାର୍ଯ୍ୟକ୍ରମ ର ପରିଚାଳନା କରିଥିବାବେଳେ "ସାମାଜିକ ବିଜ୍ଞାନର ଗୁରୁତ୍ଵ"ବିଷୟରେ ଆଲୋଚନା କରିଥିଲ। ତୃତୀୟ ବର୍ଷର ଛାତ୍ରୀ ସୁଶ୍ରୀ ସେନାଲି ବରାଡ଼ ସନ୍ଦର୍ପ ପାଠକରିଥିଲେ ।ଓ ବିଭିନ୍ନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ପିଙ୍କି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ତରଫରୁ ଆଲୋଚନା ଚକ୍ର
- Hits: 5











