ହେଡଲାଇନସ୍:

ଦୟା ନଦୀ କୂଳ ରଣ ଗୋହରୀକୁ ପର୍ଯ୍ୟଟନସ୍ଥଳି ମାନ୍ୟତା ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଐତିହ୍ୟସ୍ଥଳି କଳିଙ୍ଗ ଯୁଦ୍ଧ ଶେଷ ହୋଇଥିବା ଦୟା ନଦୀକୁଳ ରଣ ଗୋହରୀକୁ ପର୍ଯ୍ୟଟନସ୍ଥଳି କରିବାକୁ ଦାବି କରିଛନ୍ତି ଅମିୟ ଦାଶ । ଏକାମ୍ର ବିଜେପି ନେତା ଶ୍ରୀ ଦାଶ କହିଛନ୍ତି ଯେ, ଇଟିପୁର ପଂଚାୟତ ନିକଟ ରଣ ଗୋହରୀଠାରେ କଳିଙ୍ଗ ଯୁଦ୍ଧ ଶେଷ ହୋଇଥିଲା । ଏହା ବିଶ୍ୱ ପ୍ରସିଦ୍ଧ ହୋଇଥିବାରୁ ରାଜ୍ୟ ସରକାର ଏହାକୁ ପର୍ଯ୍ୟଟନସ୍ଥଳି ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି । 

 

0
0
0
s2sdefault