ଅବସରକାଳୀନ ସମ୍ବର୍ଦ୍ଧନା ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ମହାବିଦ୍ୟାଳୟ ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଅଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟ ର ବରିଷ୍ଠ ଗ୍ରନ୍ଥାଗାରୀକ ଦୁର୍ବାଦଳ ମେହେର ଙ୍କ ଚାକିରି ଜୀବନ କାର୍ଯ୍ୟକାଳ ସମାପ୍ତ ହେତୁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା ।ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଅଛି । ଉକ୍ତ ସଭାକୁ ଶିକ୍ଷା ବିଭାଗ ର ମୁଖ୍ୟ ଅଧ୍ୟାପକ ଶୈଳେଶ ଶତପଥି ପରିଚାଳନା କରିଥବା ବେଳେ ଇଂରାଜି ବିଭାଗ ର ମୁଖ୍ୟ ପ୍ରଧ୍ୟାପକ ବିଜୟାନନ୍ଦ ଦାଶ, ପ୍ରଧ୍ୟାପକ ଶୁକଦେବ ଝାଙ୍କର, ସଂସ୍କୃତ ବିଭାଗ ର ମୁଖ୍ୟ ପଦ୍ମିନୀ ଗୁରୁ, ଓଡ଼ିଆ ବିଭାଗର ମୁଖ୍ୟ ଲକ୍ଷ୍ମଣ ଭୁଏ ପ୍ରମୁଖ ମଞ୍ଚାସୀନ ଥିଲେ । ମହାବିଦ୍ୟାଳୟ ପକ୍ଷରୁ ଦୁର୍ବାଦଲ ମେହେର୍ ଙ୍କୁ ଉପଢୌକନ ଦେଇ ସଂବର୍ଦ୍ଧିତ କରାଯାଇଥିଲା । ଭକ୍ତ ସଭାରେ ଅଧ୍ୟାପକ ପ୍ରକାଶ କୁମାର ମେହେର, ଅଧ୍ୟାପିକା ମଧୁସ୍ମିତା ଶତପଥି, ଅଧ୍ୟାପିକା ଲିପସା ବେହେରା, ଅଧ୍ୟାପିକା ସଞ୍ଜୁକ୍ତା ବାରିକ, ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

0
0
0
s2sdefault