ହେଡଲାଇନସ୍:

ବଜ୍ରାଘାତରେ ଛେଳି ଚରାଳି ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଲା ସାହିର ଜି ସନ୍ତୋଷ ଙ୍କ ପୁଅ ଜି. କାହ୍ନା ନାମକ ଜଣେ ଯୁବକ ପ୍ରତିଦିନ ଭଳି ଆଜି ଛେଳି ଚରାଇବା ପାଇଁ ନିକଟସ୍ଥ ଜିରୋଳି ନିକଟକୁ ଯାଇଥିଲେ I ସେଠାରେ ଅପରାହ୍ଣ ୪:୪୫ ରୁ ୫:୦୦ ମଧ୍ୟରେ ବର୍ଷା ହେବା ସହ ବିଜୁଳି ଏବଂ ବଜ୍ରପାତ ହୋଇଥିଲା I ବର୍ଷା ସମୟରେ କାହ୍ନା ଛେଳି ସହ ଏକ ଗଛମୂଳେ ଆଶ୍ରୟ ନେଇଥିଲା I ସେହିସମୟରେ ବଜ୍ରାଘାତ ଯୋଗୁଁ କାହ୍ନା ଗୁରୁତର ହୋଇ ବେହୋସ ହୋଇଯାଇଥିଲା I ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍ ନେଇଥିଲେ I ପରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ପଠାଇ ଦିଆଯାଇଛି I ଖବର ପାଇଁ ବେଲଗୁଣ୍ଠା ଗଲାସାହି ର ଏକ ନମ୍ବର କାଉଁସିଲର ଏସ ଭାସ୍କର ପାତ୍ର ଭଞ୍ଜନଗର ମେଡିକାଲ ଯାଇ କାହ୍ନର ସ୍ଵାସ୍ତ୍ୟ ଅବସ୍ଥା ପଚାରି ବୁଝିଥିଲେ l

0
0
0
s2sdefault