ହେଡଲାଇନସ୍:

ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ପଞ୍ଚାୟତ କାର୍ଯ୍ୟଳୟ ଠାରେ ଆଜି ତ୍ରିଲୋଚନ ନେତ୍ରାଳୟ ଭିଜନ ସେଣ୍ଟର ଡୁଙ୍ଗୁରିପାଲି ଏବଂ ଗ୍ରାମ ପଞ୍ଚାୟତ ଚେରୁପାଲି ର ମିଳିତ ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଯାଇଛି । ଏହି ଶିବିର ରେ ୬୩ ଜଣଙ୍କ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୫ ଜଣ ଚକ୍ଷୁ ରୋଗୀଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ସେଥି ମଧ୍ଯରୁ ୧୩ ଜଣଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ତ୍ରିଲୋଚନ ନେତ୍ରାଳୟ ବଲାଙ୍ଗିରକୁ ପଠାଇଥିଲେ । ତ୍ରିଲୋଚନ ନେତ୍ରାଲୟର ଏକ ଡ଼ାକ୍ତରୀ ଦଳ ସୁଶ୍ରୀ ରିତୁଶ୍ରୀ ଗେଜୋ, ଶ୍ରୀ ଅରୂପା ପଧାନ ଏବଂ ସୁଶ୍ରୀ ରିନୁ ମଟିଆରି ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିବା ବେଳେ ଚେରୁପାଲି ସରପଞ୍ଚ ଦିଲ୍ଲୀପ ଶତପଥୀ , ମଙ୍ଗଳୁ ଦାସ , ତେଜରାଜ ରଣା ପ୍ରମୁଖ ଶିବିର ରେ ସହଯୋଗ କରିଥିଲେ ।

0
0
0
s2sdefault