ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ “ଭିନ୍ନକ୍ଷମଙ୍କ ପାଇଁ ଏକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ” ବିଷୟ ବସ୍ତୁ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ତା.୦୨.୧୨.୨୦୨୪ ରିଖରେ ଆୟୋଜନ କରାଯାଇଥିଲା । ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ସୁନିଶ୍ଚିତ କରିବା ସହିତ ଜୀବନର ସମସ୍ତ କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉପଲବ୍ଧ ବୈଷୟିକଜ୍ଞାନ ଏବଂ ନବୀକରଣର ଗୁରୁତ୍ଵ ଉପରେ ଅଲୋଚନା କରଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ସଚିବ ଶ୍ରୀ ବିଷ୍ଣପଦ ସେଠୀ, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ ଏବଂ ରାଜ୍ୟ ଭିନ୍ନକ୍ଷମ କମିଶନର (SCPD), ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଉଦଘାଟନ ଉଦଘାଟନ କରିଥିଲେ । ଏହି ଆଲୋଚନାଚକ୍ରରେ ଶ୍ରୀମତୀ ଆଲୋକା ଗୁହା, National Trust ର ପୂର୍ବତନ ଅଧ୍ୟକ୍ଷା, Dr. Tanwy Shams, ନିର୍ଦ୍ଦେଶିକା, Center for Disability Law and Advocacy, Dr. Uday Prakash, Vice-President, Bar Association of India, Mr. Akhil Paul, ନିର୍ଦ୍ଦେଶକ, Sense International India Gujarat, Dr. Monalisha Bal, ଅଧ୍ୟକ୍ଷା, KIIT International School, Priti Lobo, ନିର୍ଦ୍ଦେଶିକା, Enable India Bengaluru, Mr. Dipendra Manocha, ନିର୍ଦ୍ଦେଶକ, Daisy Forum, New Delhi ଏବଂ Dr. Pradyut Kumar Biswal, Dean Student Affairs International Institute of Information Technology, ଭୁବନେଶ୍ଵର । ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଦୀପକ ରାଉତରାୟ, ଅତିରିକ୍ତ ସଚିବ, SSEPD Department, ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏହି ଆଲୋଚନାଚକ୍ର ସଫଳ କରିବାରେ Sightsavers India, Handicap International, Odisha Rising Foundation ଏବଂ KIIT SEN Globe ସହଯୋଗ କରିଥିଲେ ।
ରାଜ୍ୟ
“ଭିନ୍ନକ୍ଷମଙ୍କ ପାଇଁ ଏକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ” ବିଷୟ ବସ୍ତୁ ଉପରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର
- Hits: 20