ହେଡଲାଇନସ୍:

ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର :- ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ତରଫ ରୁ ସମସ୍ତ ୱାର୍ଡ ରେ ସମସ୍ତ କାଉନସିଲର ମାନଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତତ୍ଵାବଧାନରେ ରେ ବର୍ଯ୍ୟ ବସ୍ତୁ ପରିଚାଳନା ଉପରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ୱାର୍ଡ ଅଫିସର ଓ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜର ମାନେ ସାଧାରଣ ଜନତାଙ୍କୁ ଓଦା ବର୍ଜ୍ୟ ବସ୍ତୁ ଓ ଶୁଖିଲା ବର୍ଜ୍ୟ ବସ୍ତୁ ର ପୃଥକିକରଣ ବାବଦରେ ଅବଗତ କରାଇ ପୃଥକ ଡଷ୍ଟବିନ୍ ବ୍ୟବହାର ପାଇଁ ଲୋକ ଙ୍କୁ ନିବେଦନ କରିଥିଲେ ।

0
0
0
s2sdefault