ହେଡଲାଇନସ୍:

କଲ୍ଯାଣ ମଣ୍ଡପ ର ଶୁଭ ଉଦ୍ଘାଟନ କଲେ ବିଧାୟିକା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନଂ ୦୭ ଅନ୍ତର୍ଗତ ଅମଲିପାଲି ରେ କଲ୍ଯାଣ ମଣ୍ଡପ ଉଦଘାଟିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l କାଉନ୍ସିଲର ସୁମିତ ଘିଭେଲା, ରଘୁନନ୍ଦନ ଦେଓ, କରମସାନି ଧରୁଆ, ମୀନକେତନ ଧରୁଆ, ପ୍ରକାଶ ନାୟକ, ମନବୋଧ ବାଗ, ହେମନ୍ତ ଧରୁଆ, ପ୍ରସାଦୁ ଧରୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

0
0
0
s2sdefault