ହେଡଲାଇନସ୍:

ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ, ଜିଏସପି ପାୱାର ପ୍ରୋଜେକ୍ଟସ ଦ୍ବାରା ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ କମ୍ପଲିଆଣ୍ଟ ରେଞ୍ଜର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର : ଜିଏସପି ପାୱାର ପ୍ରୋଜେକ୍ଟ ଯାହାକି ପ୍ରମୁଖ ଡିଜେଲ ଜେନେରେଟର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ମହିନ୍ଦ୍ରା ପାୱାରୋଲର ଅନୁମୋଦିତ ଜିଓଇଏମ ଆଜି ଏହାର ସିପିସିବିଆଇଭି+ଏମିଶନ୍ ଷ୍ଟାଣ୍ଡାର୍ଡ କମ୍ପଲିଆଣ୍ଟ ରେଞ୍ଜ ର ଡିଜେଲ ଜେନେରେଟର ସେଟ୍ ଉନ୍ମୋଚନ କରିଛି |
ସିପିସିବିଆଇଭି+ ଜେନସେଟ୍ ରିଟେଲ ସେଲ୍ସର ଜେନେରାଲ ମ୍ୟାନେଜର,ସୁମିତ ଗୁପ୍ତା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ରିଜିଓନାଲ୍ ସେଲ୍ସ ମ୍ୟାନେଜର,ସୁଶାନ୍ତ ଦାସ,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ, ଓଡିଶା,ଏରିଆ ସେଲ୍ସ ମ୍ୟାନେଜର,ରବି ଶଙ୍କର ସିଂହଙ୍କ ଉପସ୍ଥିତିରେ ଉନ୍ମୋଚନ କରଯାଇଥିଲା । ଏହି ଅବସରରେ ଏଚକେଭିଏ ଆଣ୍ଡ ପ୍ରୋଜେକ୍ଟସର ସିନିୟର ମ୍ୟାନେଜରରାଜୀବ ସିଂହ,ଜିଏସପି ପାୱାର ପ୍ରୋଜେକ୍ଟ (ରିଟେଲ ଡିଭିଜନ)ର ମ୍ୟାନେଜିଂ ଡିରେକ୍ଟରସ୍ୱପନଗ୍ରୋଭର, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ପ୍ରାଧିକୃତ ସେଲ୍ସ ଏବଂ ସର୍ଭିସ ଡିଲର୍‌ ଟିଆରଏସ ଇଂଜିନିୟରିଂରମ୍ୟାନେଜିଂଡିରେକ୍ଟର ଦେବଦତ୍ତ ରାୟ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ରିଟେଲ ସେଲ୍ସର ଜେନେରାଲ ମ୍ୟାନେଜର,ସୁମିତ ଗୁପ୍ତା,କହିଛନ୍ତି ଯେ,ମହିନ୍ଦ୍ରା ଗ୍ରୁପ୍ ପରିବେଶର ସଂରକ୍ଷଣ ଏବଂ ଉନ୍ନତି ପାଇଁ ସବୁ ସମୟରେ ପ୍ରତିଶ୍ରୁତିବଦ୍ଧ | ସିପିସିବିଆଇଭି+ ଜେନସେଟ୍ ମହିନ୍ଦ୍ରାର ପରିଚୟ ସହିତ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତରେ ଏକ ସ୍ଥାୟୀ ଶକ୍ତି ଅବଦାନ ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଉଛି|
ନୂତନ ସିପିସିବିଆଇଭି+ ଟେକ୍ନୋଲୋଜି ସହିତ ବର୍ତ୍ତମାନ ମହିନ୍ଦ୍ରା ପାୱାରଲ୍ ଡିଜି ସେଟ୍ ଅଧିକ ନିର୍ଭରଯୋଗ୍ୟ, ଇନ୍ଧନ ଦକ୍ଷ ଏବଂ ଡିଜାଇନ୍ରେ କମ୍ପାକ୍ଟ ହୋଇଯାଇଛି | ଏହି ଜେନସେଟ୍ ୫ କେଭିଏ ରୁ ୬୨୫ କେଭିଏ ରେଞ୍ଜରେ ଉପଲବ୍ଧ | କମ୍ପାନୀ ଜେନେରେଟରର ନୂତନ ସିରିଜ୍ ଉତ୍ପାଦନ ଆରମ୍ଭ କରିସାରିଛି ଏବଂ ଭାରତର ବିଭିନ୍ନ ଭାଗରେ ଶହ ଶହ ୟୁନିଟ୍ ସଫଳତାର ସହ ଚାଲୁଅଛି |

0
0
0
s2sdefault