ହେଡଲାଇନସ୍:

 ପଦ୍ମପୁର ଆର.ଏମ୍.ସି.ରେ ଧାନ ସଂଗ୍ରହ ପାଇଁ ଖୋଲିଲା ମଣ୍ଡି ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ତରଫରୁ ଚିଷୀମାନଙ୍କ ଠାରୁ ଖରିଫ ୨୦୧୮-୨୦୧୯ ପାଇଁ ଧାନ ସଂଗ୍ରହ କରିବା ନିମନ୍ତେ ଆଜି ମଣ୍ଡିର ଶୁଭାରମ୍ଭ କରାଯାଇଛି । ସହକାରୀ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ସମ୍ଭୁପ୍ରସାଦ ହରପାଲ ପୂଜାର୍ଚ୍ଚନା ପୂର୍ବକ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉପସହକାରୀ ନିବନ୍ଧକ ଶ୍ରୀଯୁକ୍ତ ଭିକାରିଚରଣ ସେଠ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ନିୟନ୍ତ୍ରିତ ବଜାର କମିଟିର ରମେଶ ଚନ୍ଦ୍ର ମହାନ୍ତି,ପ୍ରକାଶ ଦାଶ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ |

0
0
0
s2sdefault