ପତି ଆଉଟ, ପତ୍ନୀ ଇନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଟିକଟ କଟିଛି | ହେଲେ ଘର ଭିତରେ ରହିଛି ଟିକଟ |ଅର୍ଚ୍ଚନା ରେଖା ବେହେରାଙ୍କୁ ବିଜେଡି ରଘୁନାଥପାଲ୍ଲୀ ଆସନ ପାଇଁ ପ୍ରାର୍ଥୀ କରିଛି | ଅର୍ଚ୍ଚନା ହେଉଛନ୍ତି ରଘୁନାଥପଲ୍ଲୀ ବିଧାୟକ ସୁବ୍ରତଙ୍କ ସହଧର୍ମିଣୀ ।

0
0
0
s2sdefault