ହେଡଲାଇନସ୍:

କାର୍ଯ୍ୟରେ ଯୋଗ ଦେଲେ ନୂତନ ଅତିରିକ୍ତ ଜିଲାପାଳ ଆବୋଲି ସୁନୀଲ ନର୍ବାଣେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି ) ମୟୁରଭଞ ଜିଲାର ନୂତନ  ଅତିରିକ୍ତ ଜିଲାପାଳ ଭାବେ ଆବୋଲି ସୁନୀଲ ନର୍ବାଣେ ଗତକାଲି ୨୯-୧୦-୨୦୧୮ ରିଖ ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦାନକରି ଦାୟିତ୍ୱ ଗ୍ରହଣ କରିଛନ୍ତି । ସିଏ ଏହା ପୂର୍ବରୁ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର  ଉପଜିଲାପାଳ ଭାବ କାର୍ଯ୍ୟ ତୁଲାଇଥିଲେ । ପ୍ରକାଶଥାଉକି  ଏହାପୂର୍ବରୁ ଶ୍ରୀମତୀ ନର୍ବାଣେ ମୟୁରଭଞ ସହକାରୀ ଜିଲାପାଳ ତଥା ଆଇଏଏସ   ପ୍ରବେଶନର ଭାବେ କାର୍ଯ୍ୟ ତୁଲାଇଥିଲେ । ମୟୁରଭଞ ଜିଲାର ଅତିରିକ୍ତ ଜିଲାପାଳ ଭାବେ ତାଙ୍କର ଯୋଗଦାନ ଅବସରରେ ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଛଦେଇ ସ୍ୱାଗତ ଜଣାଇଥିଲେ ।

0
0
0
s2sdefault