ହେଡଲାଇନସ୍:

ସେଭିକ ସୁଇଚ ଓ କେଵଲ କମ୍ପାନୀ ତରଫରୁ ଡିଲର ମିଟ ଓ ଶ୍ରୀ ରାମ ଲାଲା ଦର୍ଶନ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସେଭିକ କମ୍ପାନୀ ତରଫରୁ ଓଡିଶାରୁ ଯାଇଥିଲେ ୫୧ ଜଣ ଡିଲର ।ଅଯୋଧ୍ୟାରେ ହୋଟେଲ ଅଭେଦ ସୋନ ସାଇନ ହୋଟେଲରେ ଅନୁଷ୍ଠିତ ହୋଇଥିଲା ଡିଲର ମିଟ । ଏହି କାର୍ଯ୍ୟକ୍ରମ ସେଭିକ କମ୍ପାନୀ ଦ୍ବାରା ସ୍ୱୀକୃତି ପ୍ରାପ୍ତ ସୋନୁ ଏଣ୍ଟରପ୍ରାଇଯେସ ଦ୍ୱରା ଅୟୋଜିତ ହୋଇଥିଲା। ଡିଲର ମିଟ ରେ ପ୍ରାୟ ୫୧ ଜଣ ଦୋକାନୀ ଯୋଗ ଦେଇଥିଲେ। ସୋନୁ ଏଣ୍ଟରପ୍ରାଇଯେସ ର ମାଲିକ ରଞ୍ଜନ ପାଣିଗ୍ରାହୀ ଏହି ଡିଲର ମିଟ ଆୟଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ସେରଗଡ଼ ,ରମ୍ଭା , ପୋଲସରା,ହରଡ଼ାଦାଖଣ୍ଡି,ଗିରିସଲା, ଦୋଷମାଇଲି , ଫୁଲବାଣୀ, ହିଂଜିଲିକାଟୁ,ରାୟଗଡ଼ା ଜିଲ୍ଲାର ଗୁଣୁପର,ପଦ୍ମପୁର,ଲଷ୍ମୀପୁର, ରାମନାଗୁଡା,ଟିକିରି ଓ ବିଷୋମକୋଟକ ରୁ ଅନେକ ଦୋକାନ ମାଲିକ ଆସିଥିଲେ । ଏହି କାର୍ଯ୍ୟକ୍ରମ କୁ ସଫଳ ଭାବେ ପରିଚାଳନା କରିଥିଲେ ସେଭିକ କମ୍ପାନୀର ଡିଲର ରଂଜନ ପାଣିଗ୍ରାହୀ । ଏହି କାର୍ଯ୍ୟକ୍ରମର ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣି ପ୍ରଦାନ କରିଥିଲେ ନିରଂଜନ ପାଣିଗ୍ରାହୀ । ବ୍ୟାପକ ଅନୁସନ୍ଧାନ ଏବଂ ବିକାଶ ସହିତ ସର୍ବୋତ୍ତମ ସିଦ୍ଧାନ୍ତ ସହିତ ସେଭିକ ଶ୍ରେଣୀ ଉତ୍ପାଦଗୁଡିକରେ ସର୍ବୋତ୍ତମ ବିକାଶ କରିଛି ଏବଂ ଆମର ଭଣ୍ଡାର ଗ୍ରାହକଙ୍କ କ୍ରମାଗତ ପରିବର୍ତ୍ତନଶୀଳ ଆବଶ୍ୟକତାକୁ ସମାଧାନ କରୁଛି | ନମନୀୟ ସୁଇଚ ଓ କେବୁଲ ବର୍ଗର ଅଭିବୃଦ୍ଧି ଆମ ଗ୍ରାହକଙ୍କ ସ୍ୱାର୍ଥକୁ ନୂତନ ଏବଂ ଉନ୍ନତ ଜିନିଷ ଆଣିଛି | ଯଦି କିଛି ଜିନିଷ ଅଛି ଯାହାକି କାର୍ଯ୍ୟର ଧାରା ନିର୍ବିଶେଷରେ ସବୁ ସ୍ଥାନରେ ଆବଶ୍ୟକ ହୁଏ, ଏହା ନିଶ୍ଚିତ ଭାବରେ ନମନୀୟ ସୁଇଚ ଓ କେବୁଲ୍ | ନିର୍ମାଣ, ଶିଳ୍ପ କାର୍ଯ୍ୟ କିମ୍ବା ଘରୋଇ ସ୍ଥାପନ ଯାହା ହେଉନା କାହିଁକି, ସୁଇଚ ଓ କେବୁଲ ସବୁବେଳେ ଏକ ଅବିଚ୍ଛେଦ୍ୟ ଅଙ୍ଗ ସଭା ଅଟେ |LFFR ତାରଗୁଡ଼ିକ କେମିକାଲ ରାସାୟନିକ ଲିଡ୍ ଫ୍ରି PVC ଇନସୁଲେସନ୍ ଦ୍ୱାରା ନିର୍ମିତ ଯାହା ନିଶ୍ଚିତ କରେ ଯେ ସେମାନେ ପରିବେଶ ପାଇଁ ସୁରକ୍ଷିତ | ଏହାର ଫ୍ଲେମ୍ ରିଟାର୍ଡାଣ୍ଟ ସମ୍ପତ୍ତି ଅମ୍ଳଜାନ ସୂଚକାଙ୍କକୁ ବାର୍ଥ। ଦେଇଥାଏ ଯାହା ଅଗ୍ନି ବିସ୍ତାରକୁ ରୋକିଥାଏ | ସେଗୁଡିକ ଆଭ୍ୟନ୍ତରୀଣ ବିଦ୍ୟୁତିକରଣ ଏବଂ ସମସ୍ତ ସଂଯୁକ୍ତ ଉପକରଣକୁ ବିଦ୍ୟୁତ୍ ଯୋଗାଣ ପାଇଁ ବ୍ୟବହୃତ ହୁଏ | ଶେଷରେ ସମସ୍ତ ଦୋକାନ ମାଲିକ ମାନଙ୍କୁ ସେଭିକ କମ୍ପାନୀ ତୋରଫୋରୁ ଶ୍ରୀ ରାମ ଲାଲାଙ୍କ ଦର୍ଶନ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା।

 

0
0
0
s2sdefault