ହେଡଲାଇନସ୍:

ରଘୁନାଥ ପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଙ୍କ ସେକ୍ଟର ଷୋହଳ ମାର୍କେଟ ଭ୍ରମଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା (ବସନ୍ତ କୁମାର ଜେନା): ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଆଜି ମାର୍କେଟ ଭ୍ରମଣ ଅଭିଯାନ ରେ ସେକ୍ଟର-16 ଚିପଟାଇପ ମାର୍କେଟ ପରିଦର୍ଶନ ରେ ଯାଇଥିଲେ l ପ୍ରତ୍ୟେକ ବ୍ୟବସାୟୀ ଭାଇ ବନ୍ଧୁ ଙ୍କ ସହିତ ସାକ୍ଷାତ କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ l ବ୍ୟବସାୟୀ ଭାଇ ଭଉଣୀ ଙ୍କ ର ଯଦି ସାମାଜକି ଏବଂ ବ୍ୟକ୍ତିଗତ ସମସ୍ୟା ଆସେ ତେବେ ଫୋନ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରିଥିଲେ | ବ୍ୟବସାୟୀ ଭାଇ ଭଉଣୀ ଙ୍କର ମାର୍କେଟ ସମ୍ବଧୀୟ ସମସ୍ୟା କୁ ଇସ୍ପାତ କାରଖାନାର ଇସ୍ପାତ ସହରା ଅଞ୍ଚଳ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଗୋଚର କରି ସମସ୍ୟା ଗୁଡିକର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ l

0
0
0
s2sdefault