ହେଡଲାଇନସ୍:

ତିତଲୀ ଦେଇଗଲା ଯାତନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  କନ୍ଧମାଳ/ ଗଗନ କୁମାର ପ୍ରଧାନ :  କନ୍ଧମାଳଜିଲ୍ଲା ରେ ତିତଲୀ ତାଣ୍ଡବ | ଛୁଇଁ ଦେଇ ଚାଲିଗଲା ସିନା, ଗଲାପରେ ପରେ ଯେଉଁ ଯାତନା ଦେଇଗଲା ସେଥିରେ ହନ୍ତସନ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ  ରୋତିଙ୍ଗିଆ ରୁ ଜିଉଦୟଗିରି  ଯାତାୟାତ ସେବା ବିଛିନ୍ନ | ଝିମାଇଂଗିଆ ଘାଇରେ ବନ୍ୟା ଜଳ ଆସି ରାସ୍ତା କ୍ଷତିଗ୍ରସ୍ଥ ହୋଇଛି |

0
0
0
s2sdefault