ହେଡଲାଇନସ୍:

ଷ୍ଟେଟବ୍ୟାଙ୍କ କୁଚିଣ୍ଡା ଶାଖା ପକ୍ଷରୁ  ହେଲଥ କ୍ୟାମ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା/ ଶାନ୍ତନୁ ବେହେରା : ଆଜି ଭାରତୀୟ ଷ୍ଟେଟବ୍ୟାଙ୍କ କୁଚିଣ୍ଡା ଶାଖା ପକ୍ଷରୁ ଏକ ହେଲଥ କ୍ୟାମ୍ପ ପେନସନ ଉପଭୋକ୍ତା ମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ଶ୍ରବଣ କୁମାର ନିଆଲ ଓ ବ୍ୟାଙ୍କ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

0
0
0
s2sdefault