ହେଡଲାଇନସ୍:

ମାଁ ତାରିଣୀ ପୀଠରେ ଅନ୍ନଭୋଗ ବଣ୍ଟନ: ଦଶ ହଜାର ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଙ୍କ ସମାଗମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ପାଇକମାଳ ଭାଙ୍ଗକୁଟି ସ୍ଥିତ ମାଁ ତାରିଣୀ ଙ୍କ ପୀଠରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା ଲାଗି ହେବା ସହ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ପଦ୍ମପୁର ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଆୟୋଜିତ ଏହି ପୂଜାନୋତ୍ସବ ରେ ପ୍ରଥମେ ମାଁ ଙ୍କ ଠାରେ ଅନ୍ନଭୋଗ ଲାଗିବାପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା l ସହର ଆଖପାଖ ଅଞ୍ଚଳ ତଥା ପଡ଼ୋଶୀ ଛତ୍ତିଶଗଡ଼ ରାଜ୍ୟ ପାଖାପାଖି ୧୦ ହଜାର ରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିଲା l

0
0
0
s2sdefault