ପଦ୍ମପୁର :- ସାର୍ବଜନୀନ ଦୁର୍ଗାପୂଜା କମିଟି ର କାର୍ଯ୍ୟକାରୀ ସଦସ୍ୟ ତଥା ଅଧ୍ୟାପକ କୃଷ୍ଣମୋହନ ପଣ୍ଡାଙ୍କ ବିୟୋଗରେ ସ୍ଥାନୀୟ ଦୁର୍ଗାପୂଜା କମିଟି କାର୍ଯ୍ୟାଳୟ ଠାରେ କମିଟି କାର୍ଯ୍ୟକାରୀ ସଭାପତି ଅଜିତ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି l ଏହି ସଭାରେ ସମ୍ପାଦକ ଉମେଶ ସାହୁ, ଉପସଭାପତି କିଶୋର ମେହେର, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ ତଥା କମିଟି ର ସଦସ୍ୟ ଏବଂ ଜନସାଧାରଣ ଯୋଗଦେଇ ସ୍ଵର୍ଗତ ପଣ୍ଡାଙ୍କ ସାମାଜିକ କ୍ଷେତ୍ରରେ ଅବଦାନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ l
ରାଜ୍ୟ
ଅଧ୍ୟାପକ କୃଷ୍ଣ ମୋହନ ପଣ୍ଡାଙ୍କ ବିୟୋଗରେ ଦୂର୍ଗା ପୂଜା କମିଟି ପକ୍ଷରୁ ଶୋକ ସଭା l
- Hits: 276








