ହେଡଲାଇନସ୍:

ସୁଭଦ୍ରାଙ୍କ ରଥ ଅଖରେ ଫାଟ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ( ଅନିମେଶ ପଟ୍ଟନାୟକ) : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଅଖରେ ଫାଟ ଦେଖିବାକୁ ମିଳିଛି । ରଥଯାତ୍ରାକୁ ଆଉ ଦୁଇ ଦିନ ଥିବା ବେଳେ ଶନିବାର ସକାଳେ ଦେଖିବାକୁ ମିଳିଛି ଏପରି ଘଟଣା । ଦେବୀ ସୁଭଦ୍ରାଙ୍କ ରଥର ପଛିଆଣୀ ଅଖରେ ଫାଟ ରହିଥିବା ଜଣା ପଡିଛି । ତେବେ ସ୍ଥିତି ଅନୁଧ୍ୟାନ ପରେ ଅଖ ବଦଳିଯିବ କି କ୍ଲାମ୍ପିଂ କରାଯିବ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ଯ ବିଶ୍ୱକର୍ମା ସେବକ କହିଛନ୍ତି ।

0
0
0
s2sdefault