ହେଡଲାଇନସ୍:

ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ି ପୁନର୍ଗଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପୂର୍ବରୁ ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ିକୁ ପୁନର୍ଗଠିତ କରିଛନ୍ତି | ଦଳର ସଭାପତିଙ୍କ ଅନୁମୋଦନକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳରେ ନୂତନ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ ଶ୍ରୀ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି | ଏହି ପୁନର୍ଗଠିତ କମିଟିରେ ସରୋଜ କୁମାର କାମ୍ପ ସଭାପତିଭାବେ ନିଯୁକ୍ତ ହୋଇଥିବା ବେଳେ ଅଭିମନ୍ୟୁ କୁଶଳ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି | ଦଳର ନିମ୍ନଲିଖିତ ସଦସ୍ୟମାନେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପଦବୀରେ ମଧ୍ୟ ନିଯୁକ୍ତ ହୋଇଅଛନ୍ତି |

0
0
0
s2sdefault