ପଦ୍ମପୁର ଆଦର୍ଶ ଥାନା ରେ ନୂତନ ଆଇ.ଆଇ.ସିଙ୍କ ଯୋଗଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର, (ଶିବାଶିଷ ପଟ୍ଟନାୟକ)୧୩/୬: ବରଗଡ଼ ଜିଲ୍ଲା ପଦ୍ମପୁର ଥାନାରେ ନୂତନ ଆଇଆଇସି ଭାବରେ ମମତା ନାଏକ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ସମ୍ବଲପୁର କ୍ଷେତରାଜପୁର ଥାନାରେ ସେ କାର୍ଯ୍ୟ ସମ୍ପାଦନ କରିଥିଲେ। ପଦ୍ମପୁର ଥାନା ଅଞ୍ଚଳରେ ବିଶେଷ କରି ନିଶା ନିବାରଣ, ଟ୍ରାଫିକ ସମସ୍ୟା ଓ ଆଇନଶୃଙ୍ଖଳା ଉପରେ ବିଶେଷ କରି ଦୃଷ୍ଟିଦେବେ ବୋଲି ସେ କହିଛନ୍ତି ।

0
0
0
s2sdefault