ରେଳ ଦୁର୍ଘଟଣା ମୃତାହତଙ୍କ ସହାୟତା ପାଇଁ ଏଏମ/ଏନଏସ ପ୍ରତିଶ୍ରୁତିବଦ୍ଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡିଶାର ବାଲେଶ୍ୱର ବାହାନଗାରରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ଏଏମ/ଏନଏସ ଇଣ୍ଡିଆ ଗଭୀର ଦୁଃଖ ପ୍ରକାଶ କରିଛି । "ଏହି ଦୁଃଖଦ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଏବଂ ଆହତ ହୋଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ସୁଯୋଗ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଜୀବନଜୀବିକାର ସମସ୍ୟାକୁ ଦୂର କରିବା ପାଇଁ ସହାୟତା କରିବାକୁ ଆମେ ଦୃଢ଼ ପ୍ରତିଶ୍ରୁତିବଦ୍ଧ " ବୋଲି କହିଛନ୍ତି ଏଏମ/ଏନଏସ ଇଣ୍ଡିଆ କର୍ତ୍ତୃପକ୍ଷ ।

 

0
0
0
s2sdefault