ଓଡ଼ଗାଁ, ୧୫।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମହିଳା ଓ ସମ୍ମୋନିତ ଶିଶୁ ବିକାଶ ବିଭାଗ କୁରାଳ ସେକ୍ଟରରେ କାର୍ଯ୍ୟରତ ସୁପରଭାଇଜର ଲିପସା ନନ୍ଦ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ୨୩ ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରିଛନ୍ତି । ତାଙ୍କ ବାପଘର ଇଟାମାଟି ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଶାସନ ହୋଇଥିବା ବେଳେ ସେମାନେ ଏବେ ନୟାଗଡ଼ରେ ରୁହନ୍ତି । ତାଙ୍କ ଶାଶୁଘର ଓଡ଼ଗାଁ ବ୍ଳକ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ । ସ୍ବାମୀ ସୌରଭ ରଞ୍ଜନ ହୋତା ଜଣେ ପ୍ରାଣୀ ଚିକିତ୍ସକ ଭ୍ରାମ୍ୟମାଣ ଚିକିତ୍ସା ସେବା ଓଡ଼ଗାଁରେ କାର୍ଯ୍ୟରତ ଅଛନ୍ତି ।
ରାଜ୍ୟ
ଓଡ଼ଗାଁ ବ୍ଳକ ଅଙ୍ଗନବାଡ଼ି ସୁପର ଭାଇଜର ଓଇଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ
- Hits: 430











