ବଜ୍ରପାତରେ ଯୁବକ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର -ଭଦ୍ରକ ଜିଲ୍ଲା କରଣ ପଲ୍ଲୀ ଠାରେ ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଛି।ଚିଙ୍ଗୁଡି ପ୍ଲାଣ୍ଟ ରୁ ଫେରୁଥିବା ସମୟରେ ବଜ୍ରପାତରେ ଯୁବକର ମୃତ ଘଟିଛି । ମୃତ ଯୁବକ ଜଣକ କରଣ ପଲ୍ଲୀ ପଞ୍ଚାୟତ ବିଜୟପାଟଣା ଗ୍ରାମର ପଲଟୁ ମଣ୍ଡଳ ବୋଲି ଜଣାପଡିଛି । ପ୍ଳାଣ୍ଟ ରୁ ଘରକୁ ଫେରୁଥିବା ସମୟରେ ବ୍ରଜପାତ ହୋଇଥିଲା । ପରିବାର ଲୋକ ତାକୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୃ ନେଇଆସିଥିଲେ । ବାସୁଦେବପୁର ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

0
0
0
s2sdefault