ଭୁବନେଶ୍ୱର-ତା୨/୪/୨୩ ରିଖ-ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ଓ ସାମ୍ବିଧାନିକ ଅନୁଷ୍ଠାନ ମାନଙ୍କର ଅପବ୍ୟବହାର ପ୍ରତିବାଦରେ ଆସନ୍ତା କାଲି ୩ ତାରିଖ *ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି* ଅଭିଯାନରେ ରାଜ୍ୟର ୩୧୪ ବ୍ଲକ ଏବଂ ୧୦୮ ଏନଏସିର ସମସ୍ତ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ରାଜ୍ୟର ଗଣତନ୍ତ୍ର ପ୍ରେମୀ ଜନସାଧାରଣ ଲକ୍ଷାଧିକ ସଂଖ୍ୟାରେ ସାମିଲ ହୋଇ ଚିଠି ଲେଖିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ନିବେଦନ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି।
ରାଜ୍ୟ
*ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖିବାକୁ ଓପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିବେଦନ*
- Hits: 279








