
ଭୁବନେଶ୍ୱର ; "ସୁର ରାଉତରା ଜବରଦଖଲ କରେନି. ମୁ ଜବରଦଖଲରେ ରୁମ ରଖିଛି ବୋଲି ଯିଏ କହୁଛି ସେମାନେ ଜାଣନ୍ତିନି | ଛୁଆ ଗୁଡା | ଅନେକ ବର୍ଷ ଧରି ଲିଙ୍ଗରାଜ ମନ୍ଦିର ପାଖରେ ଏକାମ୍ର କଲା ପ୍ରକାଶନୀର ବିଶାଳ ଭଜନ ମଣ୍ଡପ ଥିଲା | ସେଠାରେ ଅଫିସ ଥିଲା, ଲାଇବ୍ରେରୀ ଥିଲା, ବୈଠକ ଘର ଥିଲା | ଏକାମ୍ର ପ୍ରକଳ୍ପ ପାଇଁ ଆମ ମଣ୍ଡପ ଭବନଗିବା ପାଇଁ ସରକାର ଆମକୁ କହିଲେ | ଆମେ ରାଜି ହେଲୁ | ଠାକୁରଙ୍କ ଭଜନ ମଣ୍ଡପ ଭାଙ୍ଗିଲେ, ଜିନିଷ ଥୋଇବାକୁ ରୁମ ଦେଇଛନ୍ତି | ଜବର ଦାଖଲ କଣ ? ସରକାର ଆମର ମଣ୍ଡପ ଓ ଘର କରିଦିଅନ୍ତୁ ଓ ତାଙ୍କ ରୁମ ନେଇଯାଆନ୍ତୁ |" : ସୁର ରାଉତରା








