ହେଡଲାଇନସ୍:

ଜେଲ୍‌ରୁ ବାହାରିଲେ ନିରଞ୍ଜନ ସେଠି; କ୍ୟାମେରାମେନ ମାନସ ହତ୍ୟାରେ ଥିଲା ସମ୍ପୃକ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ: (ସତ୍ୟବ୍ରତ ନାୟକ)ବହୁ ଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟା ଘଟଣା l ଜେଲରୁ ମୁକୁଳିଲେ ସୂଚନା ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ  ନିରଞ୍ଜନ ସେଠୀ l ଭଦ୍ରକ ସ୍ଵତନ୍ତ୍ର ଉପଗାରରୁ ସେ ଶୁକ୍ରବାର ମୁକ୍ତ ହୋଇଛନ୍ତି । ମାନସ ସ୍ବାଇଁ ହତ୍ୟା ଘଟଣା ରେ ସମ୍ପୃକ୍ତ ଅଭିଯୋଗ ରେ ସେ କାରାଗାର ରେ ବନ୍ଧି ଥିଲେ । ଏହି ଘଟଣାରେ ଶର୍ମିଷ୍ଠା,ଝୁନା ଓ ଅନ୍ୟମାନେ ଏବେ ସୁଧା ଜେଲ୍ ରେ ଅଛନ୍ତି । ଜେଲରୁ ମୁକୁଳିବା ପରେ ନିରଞ୍ଜନ କୈାଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେ ଗଣମାଧ୍ୟମକୁ କେତେକ ନୋ କମେଣ୍ଟ ବୋଲି କହିଛନ୍ତି

0
0
0
s2sdefault