ହେଡଲାଇନସ୍:

ଟାଲ୍ ଗ୍ରାମପଞ୍ଚାୟତର ବୁଢ଼ୀମାଲ୍ ଗ୍ରାମରେ ବିଜେଡିର କର୍ମୀ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ଅବସରରେ ୨ନଂ ଜୋନର ଟାଲ୍ ଗ୍ରାମପଞ୍ଚାୟତର ବୁଢ଼ୀମାଲ୍ ଗ୍ରାମରେ ଆଜି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନେତୃତ୍ୱରେ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ,ପର୍ଯ୍ୟବେକ୍ଷକ ତଥା ବିଧାୟକ ସ୍ୱରୂପ ଦାସ,ମହେନ୍ଦ୍ର ବଢେଇ,ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଂଜିତ ମହାନ୍ତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ନିର୍ବାଚନୀ କର୍ମୀ ବୈଠକରେ ସମସ୍ତେ ବର୍ଷଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ |

0
0
0
s2sdefault