ହେଡଲାଇନସ୍:

ବର୍ଷାଙ୍କୁ ବିଜେଡି ଟିକେଟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଭୁବନେଶ୍ୱର : ପଦ୍ମପୁର ଉପ ନିର୍ବାଚନ ପାଇଁ ବିଜେଡି ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଛି | ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦସ୍ତଖତରେ ଆଜି ଏ ସମ୍ପର୍କିତ ଘୋଷଣାନାମା ପ୍ରକାଶ ପାଇଛି | ବର୍ଷା ବରିହା ହେଉଛନ୍ତି ଦିବଂଗତ ବିଧାୟକ ବିଜୟ ବରିହାଙ୍କ ଝିଅ ଓ ବିଜେପି ନେତା ରମା ରଞ୍ଜନ ବଳିଆରସିଂଙ୍କ ପୁତ୍ର ସ୍ମୃତି ସୌରଭ ବଳିଆରସିଂଙ୍କ ପତ୍ନୀ |

0
0
0
s2sdefault