ହେଡଲାଇନସ୍:

ପଦ୍ମପୁର : ରାଜୁ ଘିବେଲାଙ୍କୁ ବିଜୁ ଜନତା ଦଳର ସମ୍ପାଦକ ନିଯୁକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପଦ୍ମପୁର ଅଂଚଳର ବରିଷ୍ଠ ନେତା ରାଜୁ ଘିବେଲାଙ୍କୁ ବିଜୁ ଜନତା ଦଳର ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି | ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀ ଘିବେଲାଂକୁ ଏହି ନିଯୁକ୍ତି ଦିଆଯାଇଥିବା ଦଳର ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି | ସୂଚନାଯୋଗ୍ୟ ଯେ ପଦ୍ମପୁର ଅଂଚଳର ଜଣାଶୁଣା ଟାଣୁଆ ବିଜେପି ନେତା ତଥା ସଂଗଠକ ଶ୍ରୀ ଘିବେଲା ନିକଟରେ ବିଜେଡିରେ ଯୋଗ ଦେଇଥିଲେ |

0
0
0
s2sdefault