ହେଡଲାଇନସ୍:

ଧାମନଗର ଫଳ : ପ୍ରଥମ ରାଉଣ୍ଡରେ ବିଜେଡି ପଛରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧାମନଗର: ଧାମନଗର ଉପନିର୍ବାଚନରେ କିଏ ଜିତିବ ତାକୁ ନେଇଆଶାଆଶଙ୍କା ଲାଗି ରହିଥିବା ବେଳେ ଆରମ୍ଭ ହୋଇଛି ଭୋଟ ଗଣତି | ଗଣତି ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୭୬୯ ଭୋଟରେ ଆଗରେ ରହିଛନ୍ତି | ସୁରଜ ୪୭୪୯ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୩୯୮୦ ଭୋଟ ପାଇଛନ୍ତି |

0
0
0
s2sdefault