ପ୍ରଦୀପ ଦଲାଇ ଙ୍କ ରିପୋର୍ଟ/ ରାୟଗଡା ଜ଼ିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକର ପାର୍ସାଲୀ ନିୟମଗିରି ପର୍ବତରେ ଲାଗିଲା 4G JIO ଟାୱାର ଶୁଭଉଦଘାଟନ କଲେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ।
ବହୁ ବର୍ଷ ପରେ ନିୟମଗିରି ପାହାଡିଆ ଡ଼ଙ୍ଗରିଆ ଅଧିବାସୀ ମାନଙ୍କ ପୁରୁଣା ସ୍ବପ୍ନ ସାକାର କଲେ ସାଂସଦ ସପ୍ତଗିରି ଉଲାକା।
ଯାହା କି ଅଞ୍ଚଳ ବାସୀ ଙ୍କ ମନ ରେ ଖୁସୀ ର ମହଲ ଖେଳି ଯାଇଛି। ଯୁଗ ଯୁଗର ସ୍ବପ୍ନ ସତ ହୋଇଥିବା କିଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଡ଼ଙ୍ଗରିଆ କନ୍ଧମାନେ କହିଥିବା ଜଣା ପଡ଼ିଛି।
ରାଜ୍ୟ
ପାର୍ସାଲୀ ନିୟମଗିରି ପର୍ବତରେ ଲାଗିଲା 4G JIO ଟାୱାର ଉଦଘାଟନ କଲେ ସାଂସଦ ସପ୍ତଗିରି
- Hits: 259