ହେଡଲାଇନସ୍:

ଆଦିବାସୀ ଉନ୍ନୟନ ମନ୍ତ୍ରୀ ଙ୍କ ଉମରକୋଟ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ।(ଜିତେନ୍ଦ୍ର ମହାନ୍ତି) : ରାଜ୍ୟ ଆଦିବାସୀ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ର ବିଭିନ୍ନ ଅଞ୍ଚଳ ବୋଲି ବିଭିନ୍ନ କାର୍ଯ୍ୟକ୍ରମ ର ଉଦ୍ଘାଟନ କରିଛନ୍ତି । ମନ୍ତ୍ରୀ ଉମରକୋଟ ବ୍ଲକ ସେମଳା ଗ୍ରାମ ଥରେ ଏକ ମିଶନ ଶକ୍ତି ଗୃହ ର ଉଦ୍ଘାଟନ କରିଥିଲେ ପରେ ମନ୍ତ୍ରୀ ନୟକଗୁଡ଼ା ଆଦିବାସୀ ଉନ୍ନୟନ ବିଭାଗ ର ବାଳିକା ଉଚ୍ଚ ବିଦ୍ୟାଳୟ ବୁଲିବା ସହ ପିଲାଙ୍କ ସହ ବିଭିନ୍ନ ବିଷୟ ରେ ଆଲୋଚନା କରିଥିଲେ । ଏହା ପରେ ମନ୍ତ୍ରୀ ସୁନାବେଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ନୂତନ ଗୃହ ର ଉଦ୍ଘାଟନ କରିଥିଲେ । ଏବଂ ଏହା ପରେ ରାଇଘର ଗ୍ରସ୍ତ ରେ ବାହାରିଥିଲେ । ଆଦିବାସୀ ଙ୍କ ଉନ୍ନତି ପାଇଁ ମୁଖ୍ୟ ମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଜୀବନ ଜୀବିକା ଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ଵାସ୍ଥ୍ୟ ର ଉନ୍ନତି ମୁଖ୍ୟ ମନ୍ତ୍ରୀ ଆଗକୁ ମଧ୍ୟ ଅଧିକ ଉନ୍ନତି କରିବେ ବୋଲି କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

0
0
0
s2sdefault