ଇନ୍ଦୋର: "ଶଶୁରାଲ ସିମର କା' ଏବଂ 'ୟେ ରିସ୍ତା କ୍ୟା କେହଲତା ହେ" ନିଜ ଅଭିନୟ ପାଇଁ ଦର୍ଶକଙ୍କ ମହଲରେ ସ୍ୱତନ୍ତ୍ର ଆଦୃତି ପାଇଥିବା ଅଭିନେତ୍ରୀ ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠାକକରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି | ରବିବାର ସକାଳେ ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କ ଘରୁ ମୃତଦେହ ଉଦ୍ଧାର କରିଛି । ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି | ତାଙ୍କ ଘରୁ ଏକ ନୋଟ୍ ମଧ୍ୟ ପୋଲିସ ଉଦ୍ଧାର କରିଛି । ପୋଲିସର କହିବା ଅନୁଯାୟୀ ଉଦ୍ଧାର ହୋଇଥିବା ନୋଟରେ ଅନ୍ୟାନ୍ୟ ବିଷୟ ମଧ୍ୟରେ ପ୍ରେମ ସମ୍ପର୍କ ବିଷୟରେ ଉଲ୍ଲେଖ କରାଯାଇଛି।
ରାଜ୍ୟ
ଅଭିନେତ୍ରୀ ବୈଶାଳୀଙ୍କ ଆତ୍ମହତ୍ୟା
- Hits: 414