ଭୁବନେଶ୍ୱର: ବିଜୁ ଜନତା ଦଳର ଯୁବନେତ୍ରୀ ମନ୍ଦାକିନୀ କର ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏଥି ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି | ସୂଚନାଯୋଗ୍ୟ ଯେ ମନ୍ଦାକିନୀ ପୂର୍ବରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ଥିଲେ।
ରାଜ୍ୟ
ମନ୍ଦାକିନୀ କର ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା
- Hits: 289