ହେଡଲାଇନସ୍:

ବାଜପାୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନୀଳ ଦୀପ)- ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରଟଣା  ଅଟଳ ବିହାରୀ ବାଜପାୟୀଙ୍କ ବିୟୋଗରେ ଜାବ(ଜର୍ଣ୍ଣାଲିଷ୍ଟ ଏସୋସିଏସନ ଅ‘ ବରଗଡ), ପଦ୍ମପୁର ଶାଖା ତରଫରୁ ରବିବାର ଦିନ ଏକ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ରିକ୍ରେସନ ସେଂଟର ପରିସରରେ ଅନୁଷ୍ଠିତ  ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  ।  

ସାମ୍ବାଦିକ ବିଜୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉକ୍ତ ବୈଠକରେ ବାଜପାୟୀଙ୍କ ଫଟୋଚିତ୍ର ଉପରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଯିବା ସହିତ ବକ୍ତମାନେ ଜନନେତା ବାଜପାୟୀଙ୍କ ତ୍ୟାଗ ଓ ବଳୋଦାନ ବିଷୟରେ ସ୍ମୃତି •ରଣ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ସାମ୍ବାଦିକ ପ୍ରିୟରଂଜନ ଭୋଇ, ହେମନ୍ତ କୁମାର ସାହୁ, ଜି. ଶ୍ରୀନିବାସ, ସୋମେଶ ମହାନ୍ତି, ନୀଲକଂଠ ଦୀପ ପ୍ରମୁଖ ଉପସ୍ଥିତ ଥିଲେ  ।

 

0
0
0
s2sdefault