ହେଡଲାଇନସ୍:

ମହାନଦୀ ଜଳ ବିବାଦ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଆଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ତରଫରୁ ମାନନୀୟ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦିଲ୍ଲୀ ଓଡ଼ିଶା ଭବନଠାରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହୋଇଥିଲା । ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବରିଷ୍ଠ ଆଡଭୋକେଟ୍ଏମ.ଭି. କାଟାର୍କୀଙ୍କ ସମେତ ଦିଲ୍ଲୀସ୍ଥିତ ଅନ୍ୟାନ୍ୟବିଶେଷଜ୍ଞ ଓ ଜଳସମ୍ପଦ ବିଭାଗର ବୈଷୟିକ କର୍ମକର୍ତାମାନେ ଏହି ବୈଠକରେ ଯୋଗଦାନ କରିଥିଲେ। ଅନ୍ୟାନ୍ୟ ବିଶେଷଜ୍ଞ ଏବଂ ଜଳସମ୍ପଦ ବିଭାଗର ବୈଷୟିକ କର୍ମକର୍ତ୍ତାମାନେ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ୱରରୁ ଯୋଗ ଦେଇଥିଲେ।

 

0
0
0
s2sdefault