ହେଡଲାଇନସ୍:

ନାଉଗାଁ ବ୍ଲକ ରେ ଯୁଗ୍ମ ଜନ ଶୁଣାଣି ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର - ନାଉଗାଁ ପ୍ରିତିରଞ୍ଜନ ଦାସ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରେ ଜିଲ୍ଲା ପାଳଙ୍କ ଆଦେଶ ଅଭିଯୋଗ ବିଷୟ - ଇନ୍ଦିରା ଆବାସ / ମୋ କୁଡ଼ିଆ ଯୋଜନା, ଫାର୍ମ ଫଣ୍ଡ ସହାୟତା, ଜାତୀୟ ପରିବାର କଲ୍ୟାଣ ଯୋଜନା ସହାୟତା, ଭିଜୁ ଗ୍ରାମ ଜ୍ୟୋତି ସହାୟତା, ଚାକିରୀ / ବ୍ୟାଙ୍କ ଋଣ ସହାୟତା, ଖାଉଟି କାର୍ଡ / ବି.ପି.ଏଲ୍. କାର୍ଡ ସହାୟତା, ଗ୍ରାମ ବିଦ୍ୟାଳୟ ସମସ୍ୟା ସମାଧାନ ସହାୟତା, ଅଙ୍ଗୱାଡ଼ି ସମସ୍ୟା ସମାଧାନ ସହାୟତା, ଖାଉଟି ସାମଗ୍ରୀ ଆବଣ୍ଟନ ସମସ୍ୟା, ସ୍ୱାସ୍ଥ୍ୟ କେନ୍ଦ୍ର ଜନିତ ସମସ୍ୟା ସମାଧାନ ସହାୟତା, ଘରଢିହ ଆବଣ୍ଟନ ସମସ୍ୟା, ଆର୍ଥିକ ସହାୟତା | ତା - ୨୨.୦୮.୨୦୨୨ ରିଖ ସୋମବାର ଦିନ ଆବେଦନ ପତ୍ର ଦାଖଲ ହୋଇଛି | ଅଭିଯୋଗକାରି ୧୭୧ ପଞ୍ଜୀକୃତ କରାଯାଇଛି ଏଥି ମଧ୍ୟରୁ ବ୍ୟାକ୍ତିଗତ ୧୬୨, ସାମହିକ ୯, ଅଥିରୁ ଖାରଜ ୧, କରାଯାଇଛି |
ଅତିରିକ୍ତ ଜିଲ୍ଲାପାଳ ଏ.ଡି.ମ୍ - ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦେଶକ ( ପି.ଡି )ରୁଦ୍ରନାରାୟଣ ଦାସ, ଭି.ଡି.ଓ - ରଶ୍ମିରେଖା ମଲ୍ଲିକ୍, ତହସିଲଦାର- ଜେ କଳ୍ପନା, ଅତିରିକ୍ତ ଆରକ୍ଷ୍ୟ ଅଧିକାରୀ ରମେଶ କୁମାର ପଣ୍ଡା, ନାଉଗାଁ ବ୍ଲକ ଉପାଧ୍ୟକ୍ଷ - ସୁଜିତ୍ ପୁହାଣ,ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା - ତୃଷ୍ଣା ଲେଙ୍କା ଯୋଗଦେଇଥିଲେ |

0
0
0
s2sdefault