ହେଡଲାଇନସ୍:

ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ଦ୍ରୌପଦୀ ମୁର୍ମୁଂଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଂଙ୍କୁ  ଆଜି ସାକ୍ଷାତ କରିଛନ୍ତି | ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀମତୀ ମୁର୍ମୁଂକୁ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ଯୋଗୁ ଅଭିନନ୍ଦନ ଜ୍ଞାପନ କରିଥିଲେ | ଏହି ସାକ୍ଷାତ ସମୟରେ ବିଜୁ ଜନତା ଦଳର ରାଜ୍ୟସଭା ଓ ଲୋକସଭା ସାଂସଦ ମାନେ ମଧ୍ୟ ଉପସ୍ଥିତ ରହିବ ସହ ଶ୍ରୀମତୀ ମୁର୍ମୁଂକୁ ଅଭିନନ୍ଦନ ଜଣାଇଥିଲେ | ଆସନ୍ତାକାଲି ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଓ ସମସ୍ତ ସାଂସଦ |   

0
0
0
s2sdefault