ହେଡଲାଇନସ୍:

କଳିଙ୍ଗନଗର : ବଜ୍ରାଘାତରେ ଯୁବକର ମୃତ୍ୟୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡୁବୁରୀ : (ସନାତନ ମହାନ୍ତ)  -ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରା:ପ ରଙ୍ଗାହୁଡି ଗ୍ରାମର ଶମ୍ଭୁନାଥ ମହାନ୍ତ (୨୭) ପିତା୰ ଶଙ୍କଷଣମହାନ୍ତ ଆଜି ଦିନ ୩ ଟା ସମୟରେ ବଜ୍ରାଘାତରେ ମୃତ୍ୟୁବରଣକରିଛନ୍ତି | ଘରେ ତାଙ୍କର ବିଧବାମା , ସ୍ତ୍ରୀ ଓ ୮ମାସର ଶିଶୁ ପୁତ୍ର ଅଛନ୍ତି । ସେ ଆଜି ବିଲକାମ ସାରି ଘରଠାରୁ ୧୦୦ ମିଟର ଦୂରରେ ଥିବା ପୋଖରିକୁ ଗାଧୋଇବାକୁ ଯାଉଥିବାବେଳେ ବାଟରେବଜ୍ରମାରଥିଲା । ସେହିସ୍ଥାନରେହିଁସେ ଅଚେତ୍ହୋଇ ପଡିଗଲେ  । ପୋଖରିରେ ଗାଧୋଉଥିବା ଲୋକମାନେ ଦୌଡି ଆସିଥିଲେ  ଓ ସଂଙ୍ଗେସଂଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ୧୦୮ ନଆସିବାରୁ ବହୁବିଳମ୍ବରେ ଭଡାଗାଡି ସାହାର୍ଯ୍ୟରେ ଟାଟାମେଡିକାକୁନେଇଥିଲେ । ଡାକ୍ତର ତାଙ୍କୁ ମୃତ ବୋଲିଘୋଷଣାକଲେ । 

 

0
0
0
s2sdefault