ହେଡଲାଇନସ୍:

ଡକ୍ଟର ସୁନାକର ବେହେରା ସମ୍ବର୍ଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଣାଶୁଣା ସମାଜ ସେବୀ ତଥା ମଦର ଟେରେସା ଓଡିଶା ସାକାର ରାଜ୍ୟ ଫାଉଡେସନ ର ଅଧ୍ୟକ୍ଷ ଡକ୍ଟର ସୁନକର ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ନୂଆ ଦିଲ୍ଲୀ ରେ ଆୟୋଜିତ କେନ୍ଦ୍ର ସରକାରଙ୍କ କନଷ୍ଟିଚିଉସନ କ୍ଲବ୍ ସଭା ଗୃହରେ ତାଙ୍କୁ ପ୍ରାଉଡ଼ ଇଣ୍ଡିଆ ପଲ୍ଳାମେଣ୍ଟ ର ଆୱାର୍ଡ ରେ ସମ୍ମାନୀତ କରାଯାଇଛି l ସମାଜ ସେଵା କ୍ଷେତ୍ରରେ ସଫଳତା ଏବଂ ରାଜ୍ୟ ରେ ଦୁର୍ନୀତି ନିବାରଣ କ୍ଷେତ୍ରରେ ସାମାଜିକ ସଂସ୍କାର ମୂଳକ ପଦକ୍ଷେପ ପାଇଁ ସର୍ବ ଭାରତୀୟ ଦୁର୍ନୀତି ନିବାରଣ ପଲ୍ଳାମେଣ୍ଟାରୀ କମିଟି ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ଡକ୍ଟର ସୁନକର ବେହେରା l ଏହି କାର୍ଯ୍ୟକ୍ରମରେ ସାଂସଦ ଓମେନ ଯାଦବ ,ବଲିଉଡ ଅଭିନେତା ସାହାଵାଜ୍ ଖାନ, ଵରିଷ୍ଠ ଦୁର୍ନୀତି ପଦାଧିକାରୀ ବୃନ୍ଦ ,ସୁପ୍ରିମ କୋଟର ଵରିଷ୍ଠ ଆଇନଜିବି ଙ୍କ ସମେତ ବହୁ ଵରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l ଡକ୍ଟର ବେହେରାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟୁଛି l

0
0
0
s2sdefault