ହେଡଲାଇନସ୍:

ଶ୍ମଶାନ ଘାଟ ଠାରେ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷରୋପଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

06-08-18-gayatry.jpg - 193.15 kB

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ପାରଳାଖେମୁଣ୍ଡି ଗାୟତ୍ରୀ ପରିବାର ପକ୍ଷରୁ ମହେନ୍ଦ୍ରତନୟା ନିକଟରେ ଥିବା ଶ୍ମଶାନଘାଟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ସାଉଥକୋର ଅଭିଷେକ ରଥ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଶୁଭ ଉଦ୍‍ଘାଟନ କରିଥିଲେ । ସମୁଦାୟ ୮ଗୋଟି ବୃକ୍ଷରୋପଣ କରିଥିଲେ । ରାସବିହାରୀ ମହାନ୍ତି ବୃକ୍ଷଲତା ହେଉଛି ଆମର ପ୍ରକୃତ ବନ୍ଧୁ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ବୃକ୍ଷରୋପଣ କରିବା ସହ ପରିଚାଳନା କରିଥିଲେ ।

0
0
0
s2sdefault