ହେଡଲାଇନସ୍:

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 à¬¬à¬¿à¬¶à­à­± ସ୍ତନ୍ୟପାନ ସପ୍ତାହ ପାଳିତ

ଯାଜପୁର /ଜୟଶଙ୍କର ଦାଶ: ଯାଜପୁରଜିଲ୍ଲା କୋରାଇ ବ୍ଲକ ପରିସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ କୋରାଇ ବ୍ଲକର ବହୁ ଅଙ୍ଗନୱାଡି କର୍ମୀ ସାମିଲ ହୋଇ ହାତରେ ପ୍ଲା କାର୍ଡ ଧରି ଲୋକଙ୍କୁ ସଚେତନ କରାଇଥିଲେ । ଏହି ଶୋଭାଯାତ୍ରା କୋରାଇ ଅଞ୍ଚଳ ପରିକ୍ରମା କରି ପରେ ବ୍ଲକ ପରିସରରେ ପହଞ୍ଚିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

0
0
0
s2sdefault